Type Here to Get Search Results !

ଅନୁଦାନ ଗୁଡ଼ିକର କାର୍ଯ୍ୟ ଅତିଶିଘ୍ର କରିବା ଦାବିରେ ବି ଜେ ଡି ତରଫରୁ ବି ଡି ଓ ଙ୍କୁ ଘେରାଉ


ବଲାଙ୍ଗିର :-

ବଲାଙ୍ଗିର ଜିଲ୍ଲା ମୂରିବ।ହାଲ୍ ମୂରିବହାଲ୍ ବ୍ଲକ ଅଫିସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଅନୁଦାନ ଗୁଡ଼ିକର ଅତିଶୀଘ୍ର କାର୍ଯ୍ୟ କ୍ଷମ ଦାବି ନେଇ କଣ୍ଟାବାଞ୍ଜି ବି ଜେ ଡି ବିଧାୟକ ପାର୍ଥି ଅଜୟ ଦାସ ଙ୍କ ନେତୃତ୍ୱରେ ବି ଜେ ଡି ତରଫରୁ ମୁରୀବ।ହାଲ୍ ବି ଡି ଓ ଙ୍କୁ ଘେରାଉ କର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅଜୟ ଦାସ ଙ୍କ ସମେତ ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମିଥିଳା ମାଝୀ, ଜିଲ୍ଲା ପରିଷଦ ନିରୁପମା ଗହିର, ମୁରୀବ।ହାଲ୍ ବ୍ଲକ୍ ବି ଜେ ଡି ସଭାପତି ମିନିକେତନ୍ ପାତ୍ର, ଯୁବ ବି ଜେ ଡି ସଭାପତି ଚିତ ରଂଜନ ବାଗ, ହରେକୃଷ୍ଣ ବଘ।ର୍, ଛିନୁ କେତକୀ, ମଦନ କୁମ୍ଭାର, ସତ୍ୟ କର୍ମୀ, ବନ୍ ଟୁ ଖର୍ସେଲ,ସତ୍ୟ ପ ଧା ନ ଙ୍କ ସମେତ ମୁରୀବ।ହାଲ୍ ଅଂଚଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.