ତାଳଚେର :-
ଅନୁଗୋଳ ଜିଲ୍ଲା ତାଳଚେର ର 149 ନମ୍ବର ଜାତୀୟ ରାଜପଥ ବାଇବାସ ଛକ ଠାରେ ଏକ ପାଗଳ ଝିଅ ଟେ ଲୋକ ମାନେ ଗାଡି ନେଇ ଯାଉଥିବା ବେଳେ କାଦୁ ଫିଙ୍ଗି ବା ଏବଂ ରାସ୍ତା ଉପରେ ଶୋଇବାର ର ଅବସ୍ଥା କାହାକୁ ଦେଖା ଯାଇ ନଥିଲା ଏବଂ ପ୍ରଶାସନ ବି ତାକୁ ଦେଖି ଅଣ ଦେଖା କରି ଥିବା ବେଳେ ଆଜି ସମାଜ ସେବୀ ଶ୍ରୀଯୁକ୍ତ ବାପି ମୋହାନ୍ତି ପାଗଳ ଝିଅ ଟିକୁ ଉଦ୍ଧାର କରିବା ସହିତ ପୋଲିସ କୁ ଡକାଇ ମିଶନ ଆଶା ଆମ୍ବୁଲାନ୍ସ ରେ ତାକୁ ଉତ୍ତମ ସ୍ୱସ୍ତିୟ ଚିକିତ୍ସା ପାଇଁ ପଠାଇ ଥିଲେ | ତେବେ ଏହି ସବୁ ମୋହନ କାମ କରିଥିବା ବାପି ଭାଇ ଙ୍କୁ ବିଭିନ୍ନ ମହୋଲ ରୁ ଧନ୍ୟବାଦ ଏବଂ ସମସ୍ତ ଙ୍କ ଶୁଭେଚ୍ଛା ର ଶୁଅ ଛୁଟୁଛି | ତାଳଚେର ରୁ ପ୍ରଦିପ ମହାରଣା ଙ୍କ ରିପୋର୍ଟ

