Type Here to Get Search Results !

ପରିବାର କଲହରୁ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ


ପୋଲସରା :-

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମର୍ଦ୍ଧରାଜ ପୁର ଗାଁରେ ରଷି ଲଗାଇ ଯୁବକ ଙ୍କ ଆମ୍ଢହତ୍ଯା ା ମୁତ ଯୁବକ ଜଣକ ହେଲେ ବଳରାମ ଜେନା, ସୁଚନା ମୁତାବକ ବଳରାମ ମର୍ଦରାଜ ପୁର ରେ ରହୁଛନ୍ତି ଏବଁ ତାଙ୍କ ପରିବାର ମଧ୍ୟ ରେ କୌଣସି କାରଣ ବସତଃ କିଛି ଅସାନ୍ତ ସୁଷ୍ଟି ହୋଇଥିଲା ଯାହାଫଳରେ ବଳରାମ ପୋଲସରା ଶହରରେ ନିଜ ଦୋକନରୁ ନିଜ ଘରକୁ ଯାଇ ବେକରେ ରଷି ଲଗାଇ ଆମ୍ଢହତ୍ଯା କରିଛନ୍ତି, ଏସମ୍ପର୍କରେ ପୋଲସରା ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରିରଖିଥିବା ଜଣାପଡିଛି ,ଯାହାକି ପୋଲସରା ପୋଲିସ୍ ର ତଦନ୍ତ ପରେ ବଳରାମ ଙ୍କ ପ୍ରକୁତ ମୁତ୍ଯୁର କାରଣ ସ୍ପଷ୍ଟ ହେବ ବୋଲି ପୋଲସରା ଥାନା ଅଧିକାରି ଜିତେନ୍ଦ୍ର ମଲ୍ଲୀକ୍ କହିଛନ୍ତି। 

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.