Type Here to Get Search Results !

ବିଜେଡି ନେତା ସମ୍ବର୍ଦ୍ଧନା କଲେ ବିଟାବନ୍ଦ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟା ଙ୍କୁ



ବଲାଙ୍ଗିର :-

ମୁରିବାହାଲ ବ୍ଲକ ବିଟାବନ୍ଦ ପଞ୍ଚାୟତ ରେ ବିଜେଡି ନେତା ସରପଞ୍ଚ ଓ ସମିତି ସଭ୍ୟାଙ୍କୁ ସମର୍ଦ୍ଧିତ କରିଥିଲେ| ବିଟାବନ୍ଦ ସରପଞ୍ଚ ଶ୍ରୀମତୀ କଲ୍ୟାଣୀ ଘିବେଲା ଓ ସମିତି ସଭ୍ୟା ଶ୍ରୀମତୀ ଜ୍ୟୋସ୍ନା ରଣା ଙ୍କୁ ସମ୍ବର୍ଦ୍ଧନା କରିଥିଲେ |ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ। ବିଜେଡି ବ୍ଲକ ସଭାପତି ମିନିକେତନ ପାତ୍ର, ବ୍ଲକ ବିଜେଡି ଯୁବ ସଭାପତି ଚିତ୍ତରଞ୍ଜନ ବାଗ,ପୁର୍ବତନ ସରପଞ୍ଚ ଅଗସ୍ତି ବାଗ, ଯୁବ ନେତା ମାୟା ପୋଡ଼, ପ୍ରତାପ ବାଗ, ଯୁବରାଜ ସାହୁ, କର୍ଣ୍ଣ ଘିବେଳା, ପ୍ରମୁଖ ଉପସ୍ଥିତ ଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.