ବଲାଙ୍ଗିର :-
ମୂରିବ।ହାଳ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟ।ଲୟ ରେ ନୂତନ ସି ଡ଼ି ପି ଓ ଭାବେ ଶ୍ରୀମତୀ ସୁପ୍ରଭା ମହାପାତ୍ର ଆଜି ନୂତନ ଭାବରେ ଯୋଗଦେଇ ଛନ୍ତି। ସେ ଏହା ପୂର୍ବରୁ ଝାରସୁଗୁଡ଼ା ଠାରେ କାର୍ଯ୍ୟରତ ଥିଲେ। ବ୍ଲକ ସ୍ତରୀୟ ଫେଦେରେସନ ରେ ଏସ ଏଚ ଜି ମା ମାନଙ୍କୁ ଗୁରୁତ୍ଵ ଦେଇ କାମ କରିବା ଏବଂ କାର୍ଯ୍ୟ ଳୟ ରେ ମା ମାନଙ୍କ ପାଇଁ ଏକ ଶୌଚାଳୟ ନ ଥିବାରୁ ଦୁଃଖ ପ୍ରକାଶ କରି ଥିଲେ। ଏହା ସହିତ ଅଞ୍ଚଳର ଉନ୍ନତି ମୂଳକ କାମ କରିବା ପାଇଁ ପ୍ରକାଶ କରିଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

