Type Here to Get Search Results !

ବରଗଡ ଜିଲ୍ଲା ରଙ୍ଗ ତୁଲୀ କଳାକାର ସଂଘ ର ବୈଠକ


ବରଗଡ :- 

ଗତ 19.07.22 ରବିବାର ଦିନ ବରଗଡ ଜିଲ୍ଲା କଟାପାଲି ଠାରେ ଜିଲ୍ଲା ସ୍ତରୀୟ ରଙ୍ଗ ତୁଲୀ କଳାକାର ସଂଘ ର ଏକ ଗୁରୁତ୍ଵ ପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟାରେ କଳାକାର ଭାଇ ମାନେ ଯୋଗୋଦେଇଥିଲେ । ବର୍ଷା ବାଧକ ସାଜିଥିଲେ ମଧ୍ୟ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବରଗଡ ଜିଲ୍ଲା ଉପସଭାପତି ଅଭିମନ୍ୟୁ ମେହେର ସଭାପତି କାର୍ଯ୍ୟ ତୁଲାଇ ଥିଲେ । ସମ୍ପାଦକ କେଦାର ସାହୁ , କୋଷାଧ୍ୟକ୍ଷ ନରେନ୍ଦ୍ର କଠାର, ଓ ଅନିଲ ଗୁପ୍ତା,,ରମେଶ ପାଣ୍ଡେ, ଓ ବହୁସଂଖ୍ୟାରେ କଳାକାର ମାନେ ଯୋଗ ଦେଇ ସଭା କୁ ସୁପରିଚାଳିତ କରିଥିଲେ ।ଏହି ସଭା ରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଷୟ ରେ ଆଲୋଚନା ହୋଇଥିଲା । ଶେଷରେ ଶାନ୍ତି ଶୃଙ୍ଖଳା ର ସହିତ ସଭା ସମାପ୍ତ ହୋଇଥିଲା ।

ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

1 Comments
* Please Don't Spam Here. All the Comments are Reviewed by Admin.