Type Here to Get Search Results !

ବନ୍ଧବାହାଲ MCL କଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ



ବନ୍ଧବାହାଲ / ଝାରସୁଗୁଡ଼ା :-

 ବନ୍ଧବାହାଲ MCL କଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, MCL GM ସଞ୍ଜୟ ଝା, ଲଖନପୁର PO ବୀରେନ୍ଦ୍ର କୁମାର ସିଂ ଙ୍କ ଆଭାନ କ୍ରମେ MCL କଲ୍ୟାଣ ମଣ୍ଡପ ଠାରେ ଆଜି ସକାଳ 6ଟା ରୁ 8ଟା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି, ଏହି ଯୋଗ ଶିବିରକୁ ଯୋଗଗୁର ନଳିନ କୁମାର ଖମାରି, ଯୋଗଗୁରୁ ଡାକେଶ୍ୱର ଖମାରି ଯୋଗର ମହତ୍ପ ଓ ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଯୋଗର ଆବଶ୍ୟକତା ଉପରେ ମାର୍ଗଦର୍ଶନ କରିଥିଲେ, ଏହି ଯୋଗଦିବସ ରେ ୨୦୦ ରୁ ଅଧିକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ, ଝାରସୁଗୁଡା ଲଖନପୁର ରୁ ସମୀର ଙ୍କ ରିପୋର୍ଟ TRO24

Post a Comment

0 Comments
* Please Don't Spam Here. All the Comments are Reviewed by Admin.