Type Here to Get Search Results !

ପୁନର୍ବାର ସଭାପତି ପଦବୀ


କେନ୍ଦ୍ରାପଡ଼ା:-

କେନ୍ଦ୍ରାପଡା ଜିଲ୍ଲା କ୍ରେଡିଟ କୋଅପରେଟିଭ ସୋସାଇଟି ଲି. ର ପ୍ରତିଷ୍ଠାତା ସଭାପତି ଶ୍ରୀ ଯୁକ୍ତ ପ୍ରମୋଦ କୁମାର ସାହୁ ପୁନର୍ବାର ସଭାପତି ପଦବୀ ଅଳଙ୍କୃତ କରିଛନ୍ତି। ପୂର୍ବରୁ ସଭାପତି ଥିବା ସମୟରେ ଅନେକ ଚାଷୀ ମାନଙ୍କୁ ସାହାଯ୍ୟ ସହାୟତା କରିଥିବାରୁ ସୋଷାଇଟୀ ର ସଦସ୍ୟ ମାନେ ପୁଣି ଥରେ ସଭାପତି ଆସନରେ ବସାଇଛନ୍ତି ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁଙ୍କୁ ,ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ପୁନର୍ବାର ସଭାପତି ପଦବୀ ଆସନରେ ବିଜୟୀ ହୋଇ ଥିବାରୁ , ତାଙ୍କୁ ୨୦ ନମ୍ବର ୱାର୍ଡ ର କାଉନସିଲର ଅସୀମା ନାୟକ ସମ୍ବର୍ଦ୍ଧିତ କରିଛନ୍ତି । କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.