ଲଖନପୁର :-
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଟିଂଗିସମାଲ ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇ ଯାଇଛି,ଏଥିରେ ଆଖ ପାଖ ର ସହ ସହ ଲୋକ ଆସି ପୂଜା ରେ ଉପସ୍ଥିତ ହୋଇ ଥିଲେ,ଓ ଏଥିରେ ବୟେଦିକ ରୀତି ନୀତି ରେ ମନ୍ଦିର ପ୍ରତିଷ୍ଠା ହେବା ସହ ମୂର୍ତ୍ତି ସ୍ଥାପନ କରା ଯାଇଥିଲା,ଓ ଏଥିରେ ଟିଂଗିସମାଲ ଗାଁ କମିଟି ର ମେମ୍ବର ମାନଙ୍କର ସହଯୋକ ମଧ୍ୟ ରହିଥିଲା,ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ କର୍ତ୍ତା ରୂପେ ଚିତ୍ର କୁମାର ରେଡ୍ଡୀ ହୁମ ରେ ବସି ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପୂର୍ଣ କରିଥିଲେ, ଓ ଲୋକଙ୍କୁ ପ୍ରସାଦ ସେବନ ମଧ୍ୟ ଦିଆ ଯାଇଥିଲା,
ଝାରସୁଗୁଡା ଜିଲ୍ଲା ଲଖନପୁର ରୁ ସମୀର ଙ୍କ ରିପୋର୍ଟ TRO24

