Type Here to Get Search Results !

ବଜ୍ରାଘାତରେ ଚାଲିଗଲା ଜଣକ ଜୀବନ

 

ଏରସମା :-

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା, ଏରସମା ବ୍ଲକ, ବାଲିତୁଟ ଅଞ୍ଚଳରେ । ସୂଚନା ଅନୁଯାଇ ଚିଙ୍ଗୁଡ଼ି ଘେରିକୁ ମାଛ ଧରିବାକୁ ଯାଇଥିଲେ । ହଠାତ ବଜ୍ରଘାତ ହେବାରୁ ଯୁବକ ଜଣକ ତଳେ ପଡିଯାଇଥିଲେ ।  ତଦନ୍ତ ରୁ ଜଣା ଯାଇଛି ଯେ ଜଗତସିଂହପୁର ଜିଲ୍ଲା, ଏରସମା ବ୍ଲକ, ଗଡ଼ହରିଶ ପୁର ପଞ୍ଚାୟତ ଗଡ଼ହରିଶ ପୁର ଗ୍ରାମ ର ବଳାଇ ପରମାଣିକ ଙ୍କ ପୁଅ ଜୟଦେବ ପରମାଣିକ (ବେଙ୍ଗା)୩୧ବର୍ଷ ବୋଲି ଜଣାପଡିଛି ଜଣାପଡିଛି । ତେଣୁ ମୂର୍ତକ ଜୟଦେବ କୁ ବ୍ୟବଛେଦ ପାଇଁ କୁଜଙ୍ଗ ପଠାଯାଇଛି । 

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.