Type Here to Get Search Results !

ନିର୍ବାଚନ ପରବର୍ତ୍ତୀ ପ୍ରଥମ ସାଙ୍ଗଠନିକ ବୈଠକ


ବନ୍ତ :-

ଆଜି 15-5-22 ରବିବାର ସକାଳ 12 ଘଟିକା ସମୟରେ ମାନ୍ୟବର ବିଧାୟକ ଭଣ୍ଡାରିପୋଖରୀଙ୍କ ଭଦ୍ରକ ସ୍ଥିତ ବାସଭବନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ଥିତ ବନ୍ତ ବ୍ଲକ *ମହାନ୍ତିପଡା ପଂଚାୟତ ର ସମସ୍ତ ନେତୃତ୍ୱଙ୍କ ସହିତ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି ସମ୍ପାଦକ *ଇଂ ପ୍ରୟାସକାନ୍ତି ସାମଲ(ଲୁଲୁ ଭାଇ)* ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଯେନା,ବନ୍ତ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ଘଡେଇ, ଯୁବ ସଭାପତି ସତ୍ୟ ସାଧନ ବେଜ, *ସରପଞ୍ଚ ନିହାରରଞ୍ଜନ ପଣ୍ଡା,ସମିତି ସଭ୍ୟ ନିର୍ମଳ ନାୟକ, ପଞ୍ଚାୟତ ସଭାପତି ନନ୍ଦକିଶୋର ନାୟକ,ପଞ୍ଚାୟତ ଯୁବ ସଭାପତି ଅରୁଣ ସାହୁ, ବରିଷ୍ଠ ନେତୃତ୍ୱ ସୁଦାମ ନାୟକ,ଦୋଳଗୋବିନ୍ଦ ନାୟକ,ସୁରେଶ ସାହୁ,ବିନୋଦ ସାହୁ,କମଳା  ସାହୁ,ସୁଦର୍ଶନ ବାବୁ ଏବଂ ସମସ୍ତ ୱାର୍ଡ ସ୍ତରୀୟ ନେତୃତ୍ୱ ଉପସ୍ଥିତ ରହି ପଞ୍ଚାୟତରେ  ଚାଲୁଥିବା  ଉନ୍ନତି ମୂଳକ କାର୍ଯ୍ୟ ଓ ସାଙ୍ଗଠନିକ ବିଷୟରେ ଆଲୋଚନା କରିଥିଲେ

ବନ୍ତ ବ୍ଲକରୁ ସେକ ଗୁଲ୍ ଫାନ୍ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.