Type Here to Get Search Results !

ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଇ-ଫାଇଲିଙ୍ଗ ଷ୍ଟେସନ କେନ୍ଦ୍ର ଉଦ୍‌ଘାଟିତ

 

ବଲାଙ୍ଗିର :-

ବଲାଙ୍ଗୀର ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଭର୍‌ଚୁଆଲ ମାଧ୍ୟମରେ ସୁପ୍ରିମକୋର୍ଟ ବିଚାରପତି ମାନ୍ୟବର ଜଷ୍ଟିଷ ନାଗେଶ୍ୱର ରାଓ ଏବଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିଷ ଏସ୍‌ ମୁରଲୀଧରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜଜ ଲୋକନାଥ ମହାପାତ୍ର, ଫେମିଲି ଜଜ୍‌ ବେଣୁଧର ପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ସିଭିଲ କୋର୍ଟ ରେଜିଷ୍ଟାର ଅମିତ କୁମାର ବାରିକ, ସିଷ୍ଟମ ଅଫିସର ଅନୀଳ ଦାସ, ନାଜିର ଶୁଭ୍ରାଂଶୁ ବାଗ୍‌, ଆଷିଷ୍ଟାଣ୍ଟ ନାଜିର ସୁବ୍ରତ କୁମାର ମିଶ୍ର, ପ୍ରଭାତ ବିଶ୍ୱାଲ ଓ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏବଂ ସମସ୍ତ ଓକିଲ ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।ବଲାଙ୍ଗୀର ଜିଲ୍ଲାରୁ  ଅନ୍ତର୍ୟାମି ସାହୁ ଙ୍କର ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.