Type Here to Get Search Results !

ମା ରାମଚଣ୍ଡୀ ପିଠରେ ପଡିଲା ଵଳି

 

ବଲାଙ୍ଗୀର :-

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଵ୍ଳକର କୁଳିହାଵାହାଲର ଗୁପ୍ତେଶର ଶିଵ ମନ୍ଦିର ରେ ମା ରାମଚଣ୍ଡୀ ପିଠରେ ପଡିଲା ଵଳି । ଆଙ୍କର, କୁଳିହାଵାହାଲ ଗୁପ୍ତେଶର ଶିଵ ମନ୍ଦିର ରେ ଶିଵ ରାତ୍ରି ଉଜାଗର ରେ କୋଭିଡ କଟକଣା ଅନୁସାରେ ଉଜାଗର ରହି ଥିଲେ ଶିଵ ଭକ୍ତ ମାନେ।ଏହି ମନ୍ଦିର ଦୁଇ ଶହ ଵର୍ଷ ସର୍ଵ ପୁରାତନ ମନ୍ଦିର ସେହି ଦିନ ଠୁ ଭକ୍ତ ଙ୍କର ପ୍ରଵଳ ଭିଡ ପରିଲକ୍ଷିତ ହେଉଛି।ଏଠାରେ ଶିଵ ଶାକ୍ତ ମିଳନ ସ୍ଥଳି ,ଏଠାରେ ଵିଶ୍ଵାସ ରହିଛି ଯେ ମାନସିକ ଧାରି ଙ୍କ ମାନସିକ ପୂରଣ ଅତ୍ୟନ୍ତ ଶିଘ୍ର ହୁଏ ଵୋଲି ଵିଶ୍ଵାସ ରହିଛି।ଆଜି ଶେଷ ଦିନ ରେ ରାମଚଣ୍ଡୀ ପିଠରେ ଵଳି ପଡିଥିଲା ମାନସିକ ଧାରି ମାନେ କୁକୁଡ଼ା, ପାରା,ଛାଗଵଳି, ଆଣି ମନ୍ଦିର ରେ ମା ଙ୍କୁ ଅର୍ପଣ କରିଥିଲେ। ଆଖପାଖ ଅଞ୍ଚଳରୁ ଵଳି ପଡିବ। ଦେଖି ଵା ପାଇଁ ପ୍ରଵଳ ଭିଡ ପରିଲକ୍ଷିତ ହୋଇ ଥିଲା। ଶିଵ ରାତ୍ରି ଉଜାଗର ର ଆଜି ଉଦଯାପିତ ହୋଇ ଥିଲା।ଏହି ଶିଵ ରାତ୍ରି ଆଖପାଖ ଅଞ୍ଚଳରେ ଚର୍ଚ୍ଚା କେନ୍ଦ୍ର ଵିନ୍ଦୁ ପାଳଟିଛି । ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.