Type Here to Get Search Results !

ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ


 ଜଗତସିଂହପୁର :-

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଇଦା ପଞ୍ଚାୟତ ର ଚମ୍ପାହଟା ଡିହସାହି ପ୍ରାଥମିକ ସ୍କୁଲ ଠାରେ ରାଷ୍ଟ୍ରୟ ଭେକ୍ଟର ବାହୀର୍ତ୍ତ ରୋଗ ନିୟନ୍ତ୍ରଣ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ 6 ରୁ 7 ବର୍ଷ ପିଲା ଙ୍କ ନିଶୁକ୍ଳ ବାତଜ୍ୟର ଫାଇଲେରିଆ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ପଇଦା ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କିଶୋର ପରିଡା ଉଦ୍ଘାଟନ କରିବାସହ ଡିହସାହି PHC ଡାକ୍ତର ନିହାର ରଞ୍ଜନ ସାହୁ , CHC ଏରସମା PHC କବିତା ମହାନ୍ତି, ଲହବ ଅନ୍ତର୍ଯ୍ୟାମୀ ବେହେରା, WHO ମେମ୍ବର ନବକିଶୋର ସାହୁ ଟିମ ମେମ୍ବର ରାଜନ କୁମାର ସାହୁ, ସସ୍ମିତା ମହାରଣା, ପ୍ରମୋଦ କୁମାର ପ୍ରଧାନ ଏବଂ ସୁକାନ୍ତ କୁମାର ପ୍ରଦାନ ପ୍ରମୁଖ ଯୋଗଦେଇଥିଲେ।

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.