Type Here to Get Search Results !

ଉଠା ଦୋକାନଙ୍କ ଉପରେ କଟକଣା


ଧାମନଗର :-

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ଉର୍ସ ଉତ୍ସବ କୋରନା କଟକଣା ମଧ୍ୟ ରେ ପାଳନ ହେଉଥିବା ବେଳେ କେତେକ ଅମାନିଆ ଉଠା ଦୋକାନୀ ଦୋକାନ ପକାଇଥିବା ବେଳେ ପୋଲିସ ଏସଡିପିଓ ବିଜୟ ମହାପାତ୍ର ,ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ,ବାଲେଶ୍ବର ଥାନାର ଇନ୍ସପେକ୍ଟର ମୋନାଲିସା କର ଓ ଅନ୍ୟ ଥାନା କର୍ମଚାରୀ ଦୋକାନ ଗୁଡ଼ି କୁ ବନ୍ଦ କରୁଛନ୍ତି ।ସତର୍କ ହୁଅନ୍ତୁ ଓ ସଚେତନ ରୁହନ୍ତୁ ସଚେତନ ବ୍ରତା ଦେଇଛନ୍ତି ଜେଉଭଳି ଭାବେ କୋରନା ରାଜ୍ୟ ରେ ବଡିବାରେ ଲାଗିଛି ତାକୁ ଆଖି ଆଗରେ ରଖି ପୋଲିସି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏଭଳି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।  ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.