Type Here to Get Search Results !

ଉଚ୍ଚ ବିଦ୍ୟାଳୟକୁ ଆକାଂକ୍ଷା ଯୋଜନାରୁ ବାଦକୁ ନେଇ ସାମ୍ବାଦିକ ସମ୍ମିଳନୀ

 

ଧାମନଗର :-

ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଧାମନଗର ବ୍ଲକ କୋଠାର ଉଚ୍ଚ ବିଦ୍ୟାଳୟକୁ ୫ ଟି ଯୋଜନାର ଅନ୍ତର୍ଭୁକ୍ତ ଆକାଂକ୍ଷା ଯୋଜନାରୁ ବାଦ ପଡିଥିବା ନେଇ ପ୍ରତିବାଦରେ କୋଠାର ପଞ୍ଚାୟତର ଜନପ୍ରତିନିଧି ଓ ପୁରାତନ ଛାତ୍ର ମାନେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତିକି, ତୁରନ୍ତ ଏଇ ବିଦ୍ୟାଳୟକୁ ଆକାଂକ୍ଷା ଯୋଜନାରେ ସାମିଲ କରାଯାଉ।ଯଦି ଆଗାମୀ ପନ୍ଦର ଦିନ ମଧ୍ୟରେ ଏହାର ସମାଧାନ ନ କରାଯାଏ, ତେବେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯାଲୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯାଳୟରେ ଧାରଣ ଦେବାସହ ଭଦ୍ରକ ଆଖଣ୍ଡଳମଣୀ ମୁଖ୍ୟ ରାସ୍ତା ଅବରୋଧ କରିବା ନେଇ ଏମାନେ ଚେତାବନୀ ଦେଇଛନ୍ତି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.