Type Here to Get Search Results !

ଓକିଲ ସଙ୍ଘ ପକ୍ଷରୁ ସିଡିଏସ ଓ ୧୧ ଯବାନ ଙ୍କ ପାଇଁ ଶୋକସଭା

 

ଧାମନଗର :-

 ଭଦ୍ରକ ଜିଲ୍ଲା ଧାମନଗର ଓକିଲ ସଂଘ ପକ୍ଷରୁ ସିଡିଏସ ଓ ୧୧ ଯବାନ ଙ୍କ ପାଇଁ ଶୋକସଭା। ଆଜି କୋର୍ଟ ପରିସରରେ CDS Bipin Rawat ଓ ଅନ୍ୟ ୧୧ଯବାନ ଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାଥନା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସଭାପତି ଅଭିରାମ ମହାନ୍ତି, ସାଧାରଣ ସମ୍ପାଦକ ଅମରେନ୍ଦ୍ର ମହାନ୍ତି, ସହ ସମ୍ପାଦକ ବିଜୟ ରାମ,କୋଷାଧ୍ୟକ୍ଷ ମନୋଜ ଗୁପ୍ତା, ଆଇନଜୀବୀ ଅଜିତ ଦାସ,ନିରଞ୍ଜନ ଦାଶ, ଆଶିଷ ନନ୍ଦ, ଵିଷ୍ଣୁ ପତି, ବାବା ହରେକୃଷ୍ଣ ସେଠୀ, ଗୋପାଳ ବାରିକ,ଜଗନ୍ନାଥ ସେନାପତି, ନିରାକାର ଜେନା, ହେମନ୍ତ ପୃଷ୍ଟି, ଲଷ୍ମୀ ନାରାୟଣ ମହାପାତ୍ର, ଅଞ୍ଜନ ସାହୁ,କିଶୋର ପଣ୍ଡା,ସନ୍ତୋଷ ତ୍ରିପାଠୀ,ସୁବାଷ ସାଏନ୍ତ, ମୋହରୀର ସଂଘ ପକ୍ଷରୁ ବିଜୟ ଘୋଷ,ଶଶୀ ବାରିକ,ଶିବ ଦାସ,ମାନସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.