Type Here to Get Search Results !

ସାମ୍ବାଦିକ ପରିବାର ଙ୍କୁ ମରଣାନ୍ତକ ଆକ୍ରମଣ


ବଲାଙ୍ଗିର :-

ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ମୋଵାଇ ଚୋରି, ଵନ୍ଧୁକ ଦେଖାଇ ହତ୍ଯା ଧମକ ଅଭିଯୋଗ ରେ ସମିର ସାହୁ ଗିରଫ ଆଉ ଚାରି ଜଣ ଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରି ନାହିଁ।କାହାର ଚାପରେ ଦେଓଗାଁ ପୋଲିସ?ଏପଟେ ସାମ୍ବାଦିକ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମ୍ବାଦିକ ଙ୍କୁ ଚାରି ଜଣ ମିଶି ଆକ୍ରମଣ କରିଥିଲେ।ଆକ୍ରମଣ ରେ ସାମ୍ବାଦିକ ଙ୍କର ନାକ ଫାଟି ଵହୁ ଯୋରରେ ରକ୍ତ ସ୍ରାବ ହୋଇ ଘଟଣା ସ୍ଥଳରେ ମୁର୍ଛତ ଅଵସ୍ଥା ରେ ପଡି ଯାଇଥିଲେ ତାଙ୍କରସ୍ତ୍ରୀ ଓ ପୁଅ ଝିଅ ଓପାଣି ପିଆଇ ଉଠାଇ ଆଣି ଦେଓଗାଁ ଥାନା ର ଆଶ୍ରୟ ନେଇଥିଲେ।ଓ ଦେଓଗାଁ ପୋଲିସ ସାହାୟତା ଦେଓଗାଁ ମେଡିକାଲ କୁ ଯାଇ ଥିଲେ କିନ୍ତୁ ଦେଓଗାଁ ଡାକ୍ତର ଅତ୍ୟନ୍ତ ଗୁରୁତ୍ୱର ଥିବାରୁ ବଲାଙ୍ଗୀର ଭିମଭୋଇ ମୋଡିକାଲ ପଠାଇବା ପାଇଁ ପୋଲିସ ଙ୍କୁ ପରାମର୍ଶ ଦେଇଥିଲେ।ଦେଓଗାଁ ପୋଲିସ ବଲାଙ୍ଗୀର ମେଡିକାଲ କୁପଠାଇଥିଲା କିନ୍ତୁ ଦୁଃଖର ବିଷୟ ପାଲଟା ସାମ୍ବାଦିକ ଙ୍କ ନାମରେ ମିଛ ମାମଲା ରୁଜୁ କରିଥିଲା ଏଵେ ସାମ୍ବାଦିକ ପରିବାର ପକ୍ଷରୁ ଚିନ୍ତା ରେ ଅଛନ୍ତି ବଲାଙ୍ଗୀର ଭିମଭୋଇ ମେଡିକାଲ ଡାକ୍ତର ନାକ ର ଅପରେସନ ପାଇଁ ପରାମର୍ଶ ଦେଇଛନ୍ତି। ଅପରେସନ କରାନ ଯିବା ପର୍ଯ୍ୟନ୍ତ ପ୍ରତି ଦିନ ଭିମଭୋଇ ମେଡିକାଲ କୁଆସି ଚେକିଂ କରିବା ପାଇଁ କହିଛନ୍ତି।ଏପଟେଵାକି ଅଭିଯୁକ୍ତ ଗିରଫ କରାନଯିବା ରୁ ସାମ୍ବାଦିକ ପରିବାର ଭୟଭୀତ ଅଵସ୍ଥା ରେ ଅଛନ୍ତି।। ପ୍ରକାଶ ଥାଉ କି ଗତ କୋଡିଏ ବର୍ଷ(20)ତଳେ ଵନ୍ଧୁକ କାରାଵାର ରେ ସଳିଷ୍ଟ ରେ ଜେଳ ଯାଇ ଥିଲେ ଅଭିୟୁକ୍ତ ଜନ୍ମ ଜୟ ସାହୁ ସେ ହି ସମୟରେ ଵିଭିନ୍ ପତ୍ର ପତ୍ରିକା ପ୍ରକାଶ ପାଇଥିଲା। ଦେଖି ଵାର ଵାକି ରହିଲା ପୋଲିସ ସାମ୍ବାଦିକ ପରିବାର ଙ୍କୁ ନ୍ୟାୟ ଦେଵାରେ ସଫଳ ନା ଵିଫଳ ସାମ୍ବାଦିକ ଆକ୍ରମଣ ଘଟଣା ସମ୍ପର୍କରେଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି।ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସାମ୍ବାଦିକ ମରାଣାନ୍ନ୍କ ଆକ୍ରମଣ ଘଟଣା କୁ ଦୃଷ୍ଟି ଦେବାକୁ ଜନ ସାଧାରଣ,ଵିଭିନ୍ ସଙ୍ଗଠନ ପକ୍ଷରୁ ରେ ଚର୍ଚ୍ଚା ଜୋର ଧରିଛ। ଅନ୍ୟ ଅଭିୟୁକ୍ତ କେଵେ ଧରୁଛି ଦେଓଗାଁ ପୋଲିସ । 

ବଲାଙ୍ଗୀରରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.