ବଲାଙ୍ଗିର :-
ରନ୍ଧନ ଗ୍ଯାସ ଅହେତୁକ ଦର ବୃଦ୍ଧି ବିରୁଦ୍ଧ ରେ ବିଜୁ ମହିଳା , ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ରେ ଉପସ୍ଥିତ ବିଜୁ ରାଜ୍ଯ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ , ରାଜ୍ଯ ବରିଷ୍ଠ ସାଧାରଣ ସଂପାଦକ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ଯୁବନେତା ଅର୍କେଷ ନାରାୟଣ ସିଂହଦେଓ , ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା , ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ ଓ ଵହୁ ମହିଳା ଵିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ଏବଂ କେନ୍ଦ୍ର ସରକାରଙ୍କ ଵିରୁଦ୍ଧ ରେ ରନ୍ଧନ ଗ୍ୟାସ ଦର ଵୃଦ୍ଧି ପ୍ରତି ଵାଦ ରେ ନାରାଵାଜି କରିଥିଲେ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କ ରିପୋର୍ଟ।
