ପଦ୍ମପୁର :-
ପଦ୍ମପୁର ନାଗରିକ କମିଟି ଉପ ସଭାପତି ତଥା ସମାଜସେବୀ ନିରୋଜ ଦୋରା ନିଜ ପଦ ତଥା ମୂଳ ସଦତଥା ପତଥା ଇସ୍ତଫା ପ୍ରଦାନ କରିଛନ୍ତ । ମିଳିଥିବା ସୂତ୍ରରୁ ପ୍ରକାଶ ଯେ,ପଦ୍ମପୁର ର ବିଭିନ୍ନ ସମସ୍ୟା କୁ ନେଇ ପୂର୍ବରୁ ବେଶ୍ ନାଗରିକ କମିଟି ସକ୍ରିୟ ଥିଲା । କିନ୍ତୁ ବର୍ତ୍ତମାନ ତାହା ନିଜ ମୂଳଲକ୍ଷ୍ୟ ରୁ ଏକ ପ୍ରକାର ର ଓହରି ଯାଇଛି । କୈାଣସି ପ୍ରସଙ୍ଗ କୁ ନେଇ ସମୂହ ସମ୍ପୃକ୍ତି କୁ ନେଇ କିଛି ଦିନ ହେବ ଅଣଦେଖା କରାଯାଉଛି । ନୂତନ କମିଟି ଗଠନ ହେବା ପରଠୁ ଦୀର୍ଘ ଦିନ ପରଠୁ କାର୍ଯ୍ୟକାରୀ କମିଟି କିମ୍ବା ସାଧାରଣ ସଭ୍ୟ ମାନଙ୍କ ବୈଠକ ଟିଏ କରା ଯାଇନାହିଁ । ଅନେକ ଅନୁରୋଧ କରିବା ସତ୍ତ୍ୱେ ପଦାଧିକାରୀ ମାନେ ନ ଶୁଣିଲା ଭଳି ଅଭିନୟ କରିଚାଲିଛନ୍ତି । ଏପରି ଅନେକସତ୍ତ୍ୱେ ସମ୍ବଳିତ ଇସ୍ତଫାପତ୍ର ଶ୍ରୀ ଦୋରା ସଭାପତି, ସମ୍ପାଦକ ତଥା କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ପଠେଇ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

