ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ର ଓଡିଶା ଡ୍ରାଇଭର ମହାସଙ୍ଘ ତରଫରୁ ଆଜି ଏକ ବାଇକଶୋଭାଯାତ୍ରାରେ ଧାମନଗର ବଜାରରୁ ବାହାରି ସହିଦ ନଗର ପର୍ଯ୍ୟନ୍ତ ଯାଇଥିଲା। ଏହି ରାଲି ରେ ଧାମନଗର ଅଞ୍ଚଳରେ ଅନେକ ଗାଡିଚାଳକ ଯୋଗ ଦେଇଥିଲେ ଏବଂ ଏହି ରାଲି ମାଧ୍ୟମରେ ସରକାରଙ୍କୁ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ଦାବି କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନାଙ୍କ ରିପୋର୍ଟ

