Type Here to Get Search Results !

ଚାନ୍ଦବାଲି ବ୍ଲକ ମୌସୁଧା ଫଚାୟତ ଜୁରୁନ୍ଦା ଗାଁରେ ପୋଖରୀ ବୁଡ଼ିଯାଇ ଶିଶୁ ମୃତ୍ୟୁ


ଚାନ୍ଦବାଲି :-

ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧୀନରେ ଥିବା ମୌସୁଧା ଫଚାୟତ ଜୁରୁନ୍ଦା ଗାଁରେ ଘଟିଛି ଏକ ଅଘଟଣ । ୨ ବର୍ଷର ଶିଶୁଟି ଖେଳୁଥିବା ସମୟରେ ନିକଟରେ ଥିବା ଏକ ପୋଖରୀ ମଧ୍ୟରେ ବୁଡ଼ି ଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଖରୀ ମଧ୍ୟରୁ ପରିବାର ଲୋକ ଶିଶୁ ଟିକୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଥିନେଇ ବ୍ୟଶଡ଼ା ଥାନାରେ ଅଭିଯୋଗ ପରେ ବ୍ୟଶଡ଼ା ପୋଲିସ ଶବ ଜବଦ କାରିବା ଶହ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ପଠାଇଛି। ତିହିଡି ବ୍ଲକ ରୁ ମଦିନା ବିବିଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.