ନବରଙ୍ଗପୁର :-
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବକୋଦା ଜିପି ଉମରଗାଁ ଠାରେ ବାପୂଜି ମହାତ୍ମାଗାନ୍ଧୀଙ୍କ ୧୫୨ ତମ୍ଭଜନ୍ମ ଜୟନ୍ତୀ ପାଳିତ କରାଯାଇଛି । ଏହି ଜୟନ୍ତୀ ଅବସରରେ ସ୍ଥାନୀୟ ଗ୍ରାମ ବାସି ସର୍ବପ୍ରଥମେ ମାହାତ୍ମ୍ୟ ଗାନ୍ଧିଙ୍କୁ ପୁଷ୍ପମାଲ୍ୟ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ରାମ ସଭା ସହ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧନ ଆଇନ୍ ୨୦୧୨ ନିୟମ ଅନୁଯାୟୀ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ଏବଂ ଗୋଷ୍ଠୀ ଗତ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ, ଗ୍ରାମସଭା କାର୍ଯ୍ୟକ୍ରମ ଆୟୋଜନକୁ ଆଜି ଉମରଗାଁ ଠାରେ କରାଯାଇଥିଲା । ଏହି ଗ୍ରାମ ସଭାରେ ସରକାରଙ୍କ ଠାରୁ ଜମି ପଟା ଘର ଡିହ ପଟା ଆବାସ ଯୋଜନା ଜିଯୁ ପକ୍କା ଘର ଅନ୍ୟନ୍ୟ ବିବରଣୀ ପାଇପାରିବେ ତା ବିଷୟରେ, ଆଦିବାସୀ ଅଧିକାର ମଞ୍ଚ ସଭାପତି ରାଜେଶ ଜାନି, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। , ମୀରି ଭତ୍ରା ଦସରୁ ଭତରା ରାଜମନ ଭତରା ଗୋପନାଥ ଭତ୍ରା ପିତୁ ପୂଜାରୀ ସୁକରନ ଭତରା ସହଦେବ ଭତରା ଲଛମନ ଭକ୍ତ ଚନ୍ଦ୍ରୁରୁ ଭତ୍ରା ରୟବାରୁ ଭତରା ଅଜବଲ ଭତ୍ରା ବାବୁ ରାମ ଭତ୍ରା ଶଙ୍କର ଭତ୍ରା ସଂଦର ଭତ୍ରା ପ୍ରମୁଖ 400 ରୁ ଉର୍ଦ୍ଧ ମାଁ ବାବା ଭାଇ ଉପସ୍ଥିତ ଥିଲେ ।ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ

