Type Here to Get Search Results !

ଆନ୍ତର୍ଜାତୀୟ ବିଶ୍ୱ ଶାନ୍ତି ଦିବସ ପାଳନ

 


ଧାମନଗର :-      

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ବଜାରରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଛି। ଏହି ଦିବସ ଅବସରରେ ଦୋବଲ ଅଟୋ ଷ୍ଟାଣ୍ଡରୁ କାଳୀ ବଜାର ପର୍ଯ୍ୟନ୍ତ ନବଜୀବନ ଫାଉଣ୍ଡେସନ ଓଡିଶା ଶାଖା ପକ୍ଷରୁ ସାମ୍ୱାଦିକ ତଥା ସାମାଜିକ କର୍ମୀ ଦେବାଶିଷ ରଥ ଓ ବିବେକାନନ୍ଦ ସାମଲ ଙ୍କ ନେତୃତ୍ୱରେ ବିଶ୍ୱ ଶାନ୍ତି ନିମନ୍ତେ ମହମବତୀ ଶୋଭାଯାତ୍ରା କରାଯାଇଛି।  ଏଥିରେ ଆଇନଜୀବୀ ରମେଶ ଚନ୍ଦ୍ର ବେହେରା, ସମାଜସେବୀ ଅରୂପ ରଞ୍ଜନ ନନ୍ଦ,କୃଷ୍ଣ ଚନ୍ଦ୍ର ପତି ,ଓ ଏସ ଓ ସି ଏ ର ସମ୍ପାଦକ ଅଭିଷେକ ପାଣିଗ୍ରାହୀ, ସାମ୍ବାଦିକ ସରୋଜ ଦାଶ, ଯୁବ ସାମାଜିକ କର୍ମୀ ରାକେଶ ପଲାଇ, ପୂର୍ବତନ ଶିକ୍ଷାଧିକାରୀ ଭୋଳାନାଥ ସାହୁ, ସତ୍ୟ ରଂଜନ ତ୍ରିପାଠୀ,ଉମେଶ ପଲାଇ, ଆକାଶ ଜେନା,ହରେକୃଷ୍ଣ ରଣା ପ୍ରମୁଖ ଙ୍କ ଉପସ୍ଥିତ ରହି ଶାନ୍ତି ର ବାର୍ତ୍ତା ପ୍ରଦାନ କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.