Type Here to Get Search Results !

ପଞ୍ଚାୟତ ହାଇ ସ୍କୁଲ ପଧାନପଡା ଠାରେ ସେଛାକୃତ ରକ୍ତ ଦାନ ଶିବିର

 

ବନ୍ତ : -

ଭଦ୍ରକ ଜିଲ୍ଲା ବନ୍ତ ବଲ୍କ ପଧାନପଡା ପଞ୍ଚାୟତ ହାଇ ସ୍କୁଲ ରେ ଆଜିସେଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇସାରିଛି। ଏହି ଶିବିର କୁ ପଧାନପଡା ପଞ୍ଚାୟତ ହାଇ ସ୍କୁଲ ଓ ସମ୍ବାଦ ଆମ ଓଡ଼ିଶା ମିଳିତ ସହଯୋଗରେ ହୋଇଥିଲା। ପ୍ରଧାନ ଶିକ୍ଷକ ସେକ ୟାକତ ଅଲି ଓ ସମ୍ବାଦ ବନ୍ତ ବଲକ ପତିନିଧି ଅଖୟ ନାରାୟଣ ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ କରାଯାଇଛି। ଏହି ଶିବିର କୁ ସମାଜସେବୀ ସେକ ଜଲାଲଉଦିନ, ପଧାନପଡା ସରପଞ୍ଚ ମୁସତାକ ଅଲୀ ଖା, ଓଷ୍ଠ। ସଂପାଦକ  ଶଶୀ ଶେଖର କର ଶମା, ଓ ଜାତୀୟ ପୁରସ୍କାର ପ୍ର।ପତ ଶିୟକ ଭାସ୍କର ଚନ୍ଦ୍ର ପାଡି, ଉଦଘାଟନ କରିଥିଲେ। ମୋଟ 52 ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା। ଭଦ୍ରକ ରେଡକ୍ରସ ରକ୍ତ ଭଣ୍ଡାର ର କର୍ମ କର୍ତାମାନେ ରକ୍ତ ସଂଗ୍ରହ କରୁଥିଲେ। ଏଥିରେ ଶିୟକ ଶୁଭେଦୁ ଶେକର ମହାନ୍ତି, ହେମନ୍ତ ପରିଡା, ଜାହାରୁଦୀନ ସାହାଜୀ, ଅରୁଣ କୁମାର ବାରିକ,ପ୍ରଭୁଲ କୁମାର ଜେନା, ରମାକାନ୍ତ ଜେନା, ଜଗନ୍ନାଥ ଦିବେଦି, ସେଖ ରିହାଜ ଅଲି, ସେଖ ସାବିର, ସେଖ ଲେଜାମୁଦିନ, ଶରତ ସାହୁ, ବୁଧିରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ବନ୍ତ ବ୍ଲକ ରୁ ଶେଖ୍ ଗୁଲଫାନ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.