Type Here to Get Search Results !

କ୍ୟାନ୍ସର ପୀଡ଼ିତ ନରେନ୍ଦ୍ର ନାଏକକୁ ସହଯୋଗ ର ହାତ ବଢ଼ାଇଲେ ବିଶିଷ୍ଟ ସମାଜସେବି ବିଭୁତି ସାହୁ

 


ଅନୁଗୁଳ :-

ଅନଗୁଳ ଜିଲ୍ଲା କୁଇଓ ଜାମୁନାଳି ଗ୍ରାମର ନରେନ୍ଦ୍ର ନାଏକ ଗତ କିଛି ମାସ ହେବ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଅର୍ଥ ଅଭାବରୁ ଅସହାୟ ଅବସ୍ଥାରେ ଘରେ ପଡିରହିଛନ୍ତି, ଏ ଖବର ପାଇ ତାଳଚେର ଅଞ୍ଚଳର ବିଶିଷ୍ଟ ସମାଜସେବି ବିଭୁତି ସାହୁ ତୁରନ୍ତ ନରେନ୍ଦ୍ର ଙ୍କ ପାଖରେ ପହଞ୍ଚି ଚିକିତ୍ସା ନିମତେ କିଛି ଆର୍ଥିକ ସାହାଯ୍ୟ କରିବା ସହିତ ରାସନ ସାମଗ୍ରୀ,ପିନ୍ଧିବା ବସ୍ତ୍ର ଏବଂ ରହୁଥିବା ଚାଳ ଘର ଉପରେ ଜରିପାଲର ବନ୍ଦୋବସ୍ତ କରିଥିଲେ ଏବଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସମସ୍ତେ ଆଗେଇ ଆସି ଏହି ନରେନ୍ଦ୍ର ଭାଇ ଟିକୁ ସାହାଯ୍ୟ ସହଯୋଗ ର ହାତ ବଢ଼ାଇଲେ ଉନ୍ନତ ମାନର ଚିକିତ୍ସା ପାଇପାରିବେ ଏବଂ ତାଙ୍କ ପରିବାର ଟି ଉପକୃତ ହୋଇ ପାରିବେ | 

ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.