Type Here to Get Search Results !

ଗ୍ରୀନ ହାଉସ ଫାଉଣ୍ଡେସନ କେନ୍ଦୁଝର ଶାଖା ତରଫରୁ ଆର୍ଥକ ସହାୟତା ପ୍ରଦାନ


କେନ୍ଦୁଝର :-

କେନ୍ଦୁଝର ଜିଲ୍ଲା ଗ୍ରୀନ ହାଉସ ଫାଉଣ୍ଡେସନ ତରଫରୁ ବିଭିନ୍ନ ବ୍ଳକ ରେ ମହିଳା ମାନଙ୍କୁ ନେଇ ସେବା କାର୍ଡ ମାଧ୍ୟମରେ ଚାରି- ପ୍ରକାର ସେବା ତଥା-ରାସନ ସେଵା, ବସ୍ତ୍ରସେବା,ଶିକ୍ଷା ସେବା, ମେଡ଼ିସିନ ସେବା,ପ୍ରତି ମାସରେ ଥରେ ମାଗଣାରେ ଯୋଗାଇଦେବା ସହ ସେବା କାର୍ଡ କରିଥିବା ମହିଳା ମାନଙ୍କ ମଧ୍ୟରୁ ଯଦି କେହି ଅକାଳରେ ମୃତ୍ୟୁ ବାରଣ କରେ ତାଙ୍କ ପରିବାରରେ ଯେକେହି ନୋମିନି ରହିଥାନ୍ତି ତାଙ୍କୁ ଶୁଦ୍ଧ କାର୍ଯ୍ୟ ନିମନ୍ତେ କିଛି ଆର୍ଥକ ସହାୟତା ମଧ୍ୟ ଗ୍ରୀନ ହଉସ ଫାଉଣ୍ଡେସନ ଯୋଗାଇ ଦେଇଥାଏ l ତା 20.5.2021 ରିଖ ଅନୁଗୁଳ ଜିଲ୍ଲା  ଖମାରଥାନା ପାଲଲହଡା ବ୍ଲକ ରୋହଳା ଗ୍ରାମ ବଳଭଦ୍ର ନାଏକ ଙ୍କୁ କେନ୍ଦୁଝର ଜିଲ୍ଲା ଗ୍ରୀନ ହାଉସ ଫାଉଣ୍ଡେସନ ଶାଖା ପାରିଚାଳକ ହୃଷିକେଶ ମହନ୍ତ 5000 ଟଙ୍କା ମୃତ୍ୟୁ ଚାଳିନ ସହାୟତା ପ୍ରଦାନ କରିଥିଲେ l ତାଙ୍କ ସହିତ ଅମୀୟ ପରିଡା,ଫିଲଡ କଡିନେଟର ଅନିରୁଦ୍ଧ ନାଏକ , ଉଦୟ ନାୟକ, ତୀଲୋଚନ ପାତ୍ର , ପଦ୍ମଲୋଚନ ଦାସ, ପରୀକ୍ଷିତ ପାତ୍ର, ମୁନିବେଲରା, ଦିବାକର ମହାନ୍ତ, ମମତା ସାହୁ, ସୁସାନ୍ତି ମହାନ୍ତ, ମିନତୀ ସେଠି, ହେମଲତା ମହନ୍ତ, ଉଷା ରାଣୀ ପାତ୍ର, ମମତା ବେହେରା, ସୁମତି ବେହେରା, ରାମ ବେହେରା ଇତ୍ୟାଦି ଗ୍ରୀନ ହାଉସ ଫାଉଣ୍ଡେସନ ର ମାନେସ୍ୟ ମଧ୍ୟ ଉପସ୍ଥିତ ଥିଲେ। 

କେନ୍ଦୁଝର ରୁ ଅନିରୁଦ୍ଧ ନାଏକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.