Type Here to Get Search Results !

ଝାରସୁଗୁଡ଼ା ଉପ କାରାଗାର ରେ କୋରୋନା

 


ଝାରସୁଗୁଡ଼ା :-

ଝାରସୁଗୁଡ଼ା ଜିଲ୍ଲା ଉପ କାରାଗାର ରେ ୬୮ ଜଣ ଅନ୍ତେବାସୀ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଉପ କାରାଗାର ରେ ୨୮୦ ଜଣ ଅନ୍ତେବାସୀ ରହି ଥିବା ବେଳେ ୬୮ ଜଣ କୋଭିଡ ଆକ୍ରାନ୍ତ ଙ୍କୁ ଦୁଇଟି ଆଇସୋଲେଶନ ବ୍ୟବସ୍ଥା କରା ଯାଇଥିବ ସୂଚନା ଦେଇଛନ୍ତି ଉପ କାରାଗାର ଅଧିକ୍ଷକ ଦେବେନ୍ଦ୍ର ଥାଟି। ତେବେ କାରାଗାର ମଧ୍ୟକୁ କିଭଳି କୋରୋନା ଆସିଲା ତାହା ନିଶ୍ଚୟ ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ଜୋର ଧରିଛି।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ



Post a Comment

0 Comments
* Please Don't Spam Here. All the Comments are Reviewed by Admin.