Type Here to Get Search Results !

ବୀରମହାରାଜପୁର ରେ ଆମ୍ବେଦକର ଜୟନ୍ତୀ

  


ବୀରମହାରାଜପୁର / ସୁବର୍ଣ୍ଣପୁର :-

ସୁବର୍ଣ୍ଣ ପୁର ଜିଲ୍ଲା ର ବୀରମହାରାଜପୁର ର ଆମ୍ବେଦକର ସେବା ସଙ୍ଘ ଆୟୋଜନରେ ସମ୍ବିଧାନ ପ୍ରଣେତା ଡ଼ାକ୍ତର ବି ଆର୍ ଆମ୍ବେଦକର ଙ୍କ ୧୩୦ ତମ ଜନ୍ମ ବାର୍ସିକ ଉତ୍ସବ ପାଳିତ ହୋଇଛି ।ସରକାର ଙ୍କ କୋଭିଡ଼ ନିୟମ ଅନୁଯାୟୀ ନିରାଡ଼ମ୍ବର ଭାବେ ଆମ୍ବେଦକର ସେବା ସଙ୍ଘ ର ସଭାପତି ଶ୍ରୀଯୁକ୍ତ ଘନଶ୍ୟାମ ଭୋଇ ଙ୍କ ସଭାପତିତ୍ୱ ରେ ପରିଚାଳିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ବୀରମହାରାଜପୁର ତହସିଲଦାର ନିରଞ୍ଜନ ପରିଡା,ପୂର୍ବ ତନ ସଭାପତି ଜଜ୍ଞେଶ୍ୱର ପେରା,ପୂର୍ବ ତନ ସରପଞ୍ଚ ଉଫୁଲା ର ଘନଶ୍ୟାମ ଲୁହା ଏବଂ ସଙ୍ଘ ର ସଦସ୍ୟ ମାନଙ୍କୁ ନେଇ ବାବା ସାହେବ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି ।

ବୀରମହାରାଜପୁର ରୁ ଶିବଶଙ୍କର ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.