ଝାରସୁଗୁଡ଼ା :
ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡରରେ ୨୦୨୬–୨୭ ନିଯୁକ୍ତି ବର୍ଷ ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
▪️ ଆଗ୍ରହୀ ପ୍ରାର୍ଥୀମାନେ ୧ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ www.joinindianarmy.nic.in ରେ ଅନଲାଇନ୍ ଆବେଦନ କରିପାରିବେ।
▪️ ପ୍ରଥମ ପର୍ଯ୍ୟାୟରେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ହେବ, ଯାହା କମ୍ପ୍ୟୁଟର ଭିତ୍ତିକ ରହିବ।
▪️ ଜୁନ୍ ୨୦୨୬ ମାସରେ ପରୀକ୍ଷା ହେବାର ସମ୍ଭାବନା ଥିବାବେଳେ, ପରୀକ୍ଷା ଶୁଳ୍କ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ସମ୍ବଲପୁର ଆର୍ମି ରିକ୍ରୁଟିଂ ଅଫିସ୍ (୦୬୬୩-୨୫୨୦୮୪୫) ସହ ଯୋଗାଯୋଗ କରିପାରିବେ।

