Type Here to Get Search Results !

ସୋଫିଆ ଫିରଦୌସଙ୍କୁ AICC ଅବଜରଭର୍ ଭାବେ ନିଯୁକ୍ତି


ଭୁବନେଶ୍ୱର :-

କଂଗ୍ରେସ ପ୍ରଧାନ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଓ କେ.ସି. ୱେଣୁଗୋପାଳଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି କଂଗ୍ରେସ ନେତୃୀ ସୋଫିଆ ଫିରଦୌସ।

ସଙ୍ଗଠନ ସୃଜନ ଅଭିଯାନ (Sangathan Srijan Abhiyan) ଅଧୀନରେ ତାଙ୍କୁ ତେଲେଙ୍ଗାନାର AICC Observer ଭାବେ ନିଯୁକ୍ତ କରାଯାଇଛି।

ଏହା ପୂର୍ବରୁ ସୋଫିଆ ଫିରଦୌସଙ୍କୁ ଉତ୍ତରାଖଣ୍ଡ ପାଇଁ AICC Observer ଭାବେ ଦାୟିତ୍ୱ ଦିଆଯାଇଥିଲା।

ଦ୍ୱିତୀୟଥର ପାଇଁ ଏହି ଦାୟିତ୍ୱ ମିଳିଥିବାରୁ ସେ କହିଛନ୍ତି – “କଂଗ୍ରେସ ନେତୃତ୍ୱଙ୍କ ଆଶୀର୍ବାଦ ଓ ବିଶ୍ୱାସକୁ ସାର୍ଥକ କରିବା ପାଇଁ ମୁଁ ପ୍ରତିବଦ୍ଧ। ସଙ୍ଗଠନକୁ ଶକ୍ତିଶାଳୀ କରିବା ଆମ ସମୁହିକ ଲକ୍ଷ୍ୟ।”

ତାଙ୍କର ନିଯୁକ୍ତିକୁ ନେଇ ତେଲେଙ୍ଗାନା ଓ ଉତ୍ତରାଖଣ୍ଡ କଂଗ୍ରେସରେ ଉତ୍ସାହ ସୃଷ୍ଟି ହୋଇଛି।


Post a Comment

0 Comments
* Please Don't Spam Here. All the Comments are Reviewed by Admin.