Type Here to Get Search Results !

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ରେ ଯୁବ କଂଗ୍ରେସ ପକ୍ଷରୁ ୟୁଥ୍ ଯୋଡ ବୁଥ୍ ଜୋଡ କାର୍ଯ୍ୟକ୍ରମ

 


ଲକ୍ଷ୍ମୀପୁର :-

ଆଜି ଲକ୍ଷ୍ମୀପୁର ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ କଂଗ୍ରେସ କୋରାପୁଟ ଜିଲ୍ଲା ପ୍ରଭାରି ନିହାରରଞ୍ଜନ ବେହେରା ଙ୍କ ନିର୍ଦ୍ଦେଶ ରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଶ୍ରୀ ମଣ୍ଟୀ ଖରା ଙ୍କ ନେତୃତ୍ପ ରେ ୟୁଥ୍ ଜୋଡ ବୁଥ ଜୋଡ କାର୍ଯ୍ୟକ୍ରମ ଲକ୍ଷ୍ମୀପୁର ସ୍ଥିତ ଡାକ ବଙ୍ଗଳାରେ ଏହି ବୈଠକ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ ଲକ୍ଷ୍ମୀପୁର ,ନାରାୟଣପାଟଣା, ଦସମନ୍ତପୁର, ବନ୍ଧୁଗାଁ ବ୍ଲକ ଯୁବ କଂଗ୍ରେସ ସଭାପତି ମାନେ ଜଗ ଦେବା ସହିତ କଂଗ୍ରେସ ର ବିଭିନ କର୍ମ କର୍ତ୍ତା ମାନଙ୍କ ସହିତ ଲକ୍ଷ୍ମୀପୁର ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀ କୈଳାଶ ଚନ୍ଦ୍ର ଖୋସଲା ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟ କର୍ମ ରେ ୟୁଥ ଜୋଡ ବୁଥ ଜୋଡ କାର୍ଯ୍ୟ କର୍ମ କୁ ମୋବାଇଲ୍ ଆପ୍ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ କୁହାଯାଇ ଥିଲା ତତ୍ ସହିତ କଂଗ୍ରେସ କୁ ମଜଭୁତ କରିବା ପାଇଁ ୱର୍ଡ ସ୍ତରୀୟ କର୍ମୀ ମାନଙ୍କ ସହିତ ଆଲେଚନା କରାଯାଇଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.