ସମ୍ବଲପୁର : -
ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ । ୬୯ ବର୍ଷରେ ଆଖିବୁଜିଲେ ସମ୍ବଲପୁରର ଏହି ପୂର୍ବତନ ବିଧାୟକ । ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ ଖବର ଶୁଣି ଚାରିଆଡେ ଶୋକର ଛାୟା ଖେଳିଯାଇଛି ।
ଖବର ଅନୁଯାୟୀ, ୧୯୮୦-୮୫ ମସିହାରେ କଂଗ୍ରେସ ଟିକେଟରୁ ଲଢିଥିଲେ ନିର୍ବାଚନ । ଆଉ ବିଜୟୀ ମଧ୍ୟ ହୋଇଥିଲା । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ବେଶ୍ ଜଣାଶୁଣା ଅଶ୍ୱିନୀ ଗୁରୁ ।