ଅନାମଧେୟ କ୍ରେତାଙ୍କ ପାଖକୁ ଯାଉଥିଲା ଭୁବନେଶ୍ୱର ବିମାନବନ୍ଦରରୁ ଜବତ ସୁନା ଓ ରୂପା । ଟିକସ ପାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ସିଟି ଜିଏସଟି ଅଧିକାରୀଙ୍କ ଯାଞ୍ଚ ବେଳେ, ୪ କେଜି ସୁନା ଓ ୮୦ କେଜି ରୁପାର ମାଲିକାନା ନେଇ ହିସାବ ମିଳିନି। ଯାହାର କେହି ଦାବିଦାର ନାହାନ୍ତି କି ବିଲ୍ ଥିବା ନାମଧାରୀଙ୍କୁ ଖୋଜି ପାଉନି ସିଟି ଜିଏସଟି ବିଭାଗ ଅଧିକାରୀ ।