Type Here to Get Search Results !

ଘସିପୁରା ବସ୍ ଷ୍ଟାଣ୍ଡ ନିକଟରୁ ଗୋରୁ ବୋଝେଇ ଗାଡ଼ି ଜବତ, ୨ ଅଭିଯୁକ୍ତ ଥାନାରେ ଅଟକ

 


ସିପୁରା:-

କେନ୍ଦୁଝର ଜିଲ୍ଲା ଘସିପୁରା ବସ୍ ଷ୍ଟାଣ୍ଡ ଡ଼ଙ୍ଗା ଘାଟ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଭୋର ପାଞ୍ଚଟା ସମୟରେ ସ୍ପେସିଆଲ ପୁଲିସ ସ୍କ୍ବାଡ୍ ଟିମ ଜବତ କରିଛି। ଏହାଛଡ଼ା ଏହି ମାମଲାରେ ଘସିପୁରା ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏହି ଗୋରୁ ଗାଡ଼ିଟି ପଡ଼ୋଶୀ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ହେଉଥିବା ସୂଚନା ରହିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.