ବଲାଙ୍ଗୀର:-
ଶୁକ୍ରବାର ସକାଳୁ ବଲାଙ୍ଗୀର ଜିଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଛି। ଜେଲ୍ ଭିତରେ ବନ୍ଦୀମାନେ ଗ୍ୟାଙ୍ଗଓ୍ବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ଆସିବା ପରେ ଶୁକ୍ରବାର ବଲାଙ୍ଗୀର ଏସ୍ପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ଜେଲ୍ ଭିତରେ ବଡ଼ ଧରଣର ଚଢ଼ାଉ କରାଯାଇଛି।

.jpg)
