Type Here to Get Search Results !

2ୟ ଥର ଅନୁଷ୍ଠିତ ହେଲା ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବୈଠକ

 


ପୁରୀ ଜିଲ୍ଲା ପିପିଲି ବ୍ଲକ ର ଦାଣ୍ଡ ମୁକୁନ୍ଦ ପୁର  ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ରେ ଦ୍ବିତୀୟ ଥର ଅନୁଷ୍ଠିତ ହେଲା ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବୈଠକ । ଏହି ବୈଠକ ରେ  ସଭାପତି ତଥା ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ସଢଙ୍ଗୀ  ସଭାପତି ତ୍ୱ କରୁଥିବା ଵେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପରେଶ୍ ମିଶ୍ର, ବରିଷ୍ଠ ଶିକ୍ଷୟତ୍ରୀ ଜୋସ୍ନାରାଣୀ ସେନାପତି, ଶିକ୍ଷୟିତ୍ରୀ   ସୈ।ଦାମିନି ସାହୁ, ଶିକ୍ଷକ ତ୍ରୀଲୋଚନ ବେହେରା ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି ବୈଠକ 1 ଘଣ୍ଟାଧରି ଚାଲିଥିବା ବେଳେ  6 ଷ୍ଠ  ଶ୍ରେଣୀ ଠାରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ  ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଯୋଗ ଦାନ କରିଥିଲେ 



Post a Comment

0 Comments
* Please Don't Spam Here. All the Comments are Reviewed by Admin.