ନୂଆଦିଲ୍ଲୀ:-
ଜୁଲାଇ ୨୩ କିମ୍ବା ୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍କୁ ଉପସ୍ଥାପନ କରିପାରନ୍ତି । ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ତେବେ ସରକାରଙ୍କ ଦ୍ୱାରା ଏହାକୁ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ବଜେଟ୍ ଉପସ୍ଥାପନର ତାରିଖ ପାଖେଇ ଆସୁଥିବାବେଳେ ଜନସାଧାରଣ, ଶିଳ୍ପ ଏବଂ ଅର୍ଥନୀତିଜ୍ଞମାନଙ୍କ ପକ୍ଷରୁ ଏହାକୁ ନେଇ ଅନେକ ଆଶା ସଂଚାର ହୋଇଛି ।

.jpeg)
