ଭୁବନେଶ୍ବର:-
ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ। ଘଟଣା ଘଟିଛି ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚ ଗାଁର ଗୋଠ ସାହିରେ । ସେହି ଗାଁ ର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ଼ ଥାନାରେ ହୋଇଛି ଅଭିଯୋଗ। ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।

.jpeg)
