ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ଏହି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଇଡି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଆମ ଆଦମୀ ମୁଖ୍ୟଙ୍କୁ ଏହି ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ଜଣାପଡିଛି ।
ଏହାବାଦ ବଡ ବେଞ୍ଚଙ୍କୁ ଏହି ମାମଲା ହସ୍ତାନ୍ତର କରିବେ ସର୍ବୋଚ୍ଚ ନ୍ୟାୟାଳୟ ବୋଲି ମଧ୍ୟ ସୂଚନା ମିଳିଛି ।

.jpeg)
