କଳାହାଣ୍ଡି :-
ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଗଲା ବୃଦ୍ଧାଙ୍କ ଜୀବନ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ ଘଟିଛି ଏଭଳି ଅମାନବୀୟ ଘଟଣା । ମୃତ ମହିଳା ଜଣଙ୍କ ହେଲେ କାଳିନ୍ଦ୍ରୀ ତାଣ୍ଡି। ପୁଲିସ ଅଭିଯୁକ୍ତ ବୃଦ୍ଧା ଶ୍ରୀକର ପୁଞ୍ଜିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଆଜି ସକାଳେ କାଳିନ୍ଦ୍ରୀ ନଳକୂପରୁ ଗାଧୋଇ ଘରକୁ ଆସୁଥିଲେ।

