ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ୱର୍ଗତ ନେତା ନବ ଦାସଙ୍କ ପୁଅ ତଥା ବିଜେଡି ନେତ୍ରୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ଫଟୋ । ଧର୍ମେନ୍ଦ୍ର ପ୍ରଧାନ ରାତ୍ରିଭୋଜନ କରୁଛନ୍ତି । ପାଖରେ ଦଳୀୟ କର୍ମୀ ରହିଛନ୍ତି । ଏହି ସମୟରେ ବିଶାଳ ଦାସ ପାଖରେ ବସିଛନ୍ତି । ନିର୍ବାଚନରେ ଦୀପାଳି ଦାସ ଝାରସୁଗୁଡାରୁ ବିଧାୟିକା ଭାବେ ନିର୍ବାଚନ ଲଢୁଥିଲେ ।

.jpeg)
