Type Here to Get Search Results !

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୨ ଗୁରୁତର

 


ସିକା:-

ଧରାକୋଟ ଥାନା ମୁଣ୍ଡମରାଇ ପଞ୍ଚାୟତ ଭଣ୍ଡାରୀବସାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବାର ଖବର ମିଳିଛି। ଏଥିରେ ଉଭୟ ପକ୍ଷର ଦୁଇ ଜଣ ଗୁରୁତର ହୋଇଥିବାର ସୂଚନା ରହିଛି। ଗୁରୁତରଙ୍କୁ ଧରାକୋଟ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଦୁଇ ଜଣ ହେଲେ ଶଙ୍କର ରାଓ ଓ ରଶ୍ମିତା ପାତ୍ର। ଘଟଣା ସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ଆହତମାନଙ୍କୁ ମେଡିକାଲ୍ ପଠାଇ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ କରୁଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.