Type Here to Get Search Results !

ଜୁନରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

 



ନୂଆଦିଲ୍ଲୀ:-

 ଜୁନରେ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାଙ୍କ ୧୦ ଦିନ ବନ୍ଦ ରହିବ । ବିଭିନ୍ନ କାରଣ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ୩ ଦିନ ମିଳିବନି ସେବା । ଏହା ବାଦ୍ ଜୁନରେ ୫ଟି ରବିବାର ଏବଂ ୨ଟି ଶନିବାର ପଡୁଛି । ଏହାକୁ ଦେଖିଲେ ଏହି ୨ ବାବଦକୁ ୭ ଦିନ ବନ୍ଦ ରହିବ ବ୍ୟାଙ୍କ । ମାସର ଆରମ୍ଭ ଛୁଟିରୁ ହେବାକୁ ଯାଉଛି ।

ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଗ୍ରାହକ ଅନ୍ଲାଇନ ବ୍ୟାଙ୍କିଙ୍ଗ ଏବଂ ଏଟିଏମ୍ ସେବା ପାଇ ପାରିବେ । ସେହିଭଳି ସେୟାର ବଜାରରେ ମଧ୍ୟ ଜୁନରେ ୧୧ଦିନ କାମ ହେବନି ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.