ପଢିବା ପୂର୍ବରୁ କହି ରଖୁଛୁ, ଏହା କୌଣସି ଗପ ନୁହଁ, ଏହା ହେଉଛି ଗୁଜୁରାଟ ର ନିମ୍ନ ମାନର ଶିକ୍ଷା ବ୍ୟବସ୍ଥା ର ନିଚ୍ଛକ ଉଦାହରଣ। ପରୀକ୍ଷାରେ 100 ମାର୍କ ରୁ 99 ଆଣିବା ଆମେ ଶୁଣିଛୁ କିନ୍ତୁ 100 ରୁ 101 ଆଣିବା ଶୁଣିଲେ ନିଶ୍ଚୟ ଆପଣଙ୍କ ଆମକୁ ପାଗଳ କହିବେ। କିନ୍ତୁ ଏହା ସତ ହୋଇ ପାରିଛି ଗୁଜୁରାଟ ସ୍କୁଲ ମାନଙ୍କରେ।
ଆଜ୍ଞା ହଁ, ଗୁଜୁରାଟ ମାର୍କ ସିଟ ଦେଖି ଆପଣଙ୍କ ମୁଣ୍ଡ ବି ବାଉଳା ହେବା ନିଶ୍ଚିତ। କାରଣ ପୁର୍ଣ ମାର୍କ 200 ଥିବାବେଳେ ପିଲାମାନେ ଆଣିଛନ୍ତି 211 ବା 212। ଏଠି ଆମେ ଏହି ଶିକ୍ଷା ବ୍ୟବସ୍ଥା କୁ କଣ କହିବା। ଯେଉଁଠି ଶିକ୍ଷା ର ମାନ ଏତେ ରୁଗ୍ଣ ତେବେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନ କହିବା ଢେର ଭଲ। ବ୍ୟୁରୋ ରିପୋର୍ଟ