Type Here to Get Search Results !

ବିଏସକେୱାଇ କାର୍ଡ ପ୍ରଦାନ କଲେ ବିଧାୟିକା ସୁଶ୍ରୀ ଦୀପାଳି ଦାସ

ଲଇକେରା :-

ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ (ବିଏସକେୱାଇ ନବୀନ) କାର୍ଡ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଳକ ର ହିତାଧିକାରୀମାନଙ୍କୁ ସ୍ଥାନୀୟ ଝାରସୁଗୁଡ଼ା ବିଧାୟିକା ସୁଶ୍ରୀ ଦିପାଳୀ ଦାସଙ୍କ କରକମଳରେ ପ୍ରଦାନ କରାଯାଇଛି । ଏହି କାର୍ଡ ସାହାଯ୍ୟରେ ହିତାଧିକାରୀମାନେ ଠିକ୍ ସମୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ମାଗଣାରେ ପାଇପାରିବେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.