ଝାରସୁଗୁଡା :-
ଗତକାଲି ଝାରସୁଗୁଡା ସହରରେ ଥିବା ହୋଟେଲ ମେଘଦୂତ ଥରେ ୱାର୍ଲଡ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ଅର୍ଗାନାଇଜେସନ (WHRPO) ଓ ଏଲ ଭି ପ୍ରସାଦ ଆଇ ଇନ୍ଷ୍ଟିଚ୍ୟୁଟି ପକ୍ଷରୁ ଏକ ଦେୟମୁକ୍ତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। WHRPO ଝାରସୁଗୁସା ସଭାପତି ଡଃ. ଅଭିଷେକ ଲାଠ ଏହି ଶିବିର କୁ ଉଦଘାଟିତ କରିଥିଲେ। ଏହି ଦେୟମୁକ୍ତ ଚକ୍ଷୁ ପରୀକ୍ଷା ଶିବିର ରେ ମୋଟ ୧୩୫ ଜଣ ଙ୍କ ମୋତିଆବିନ୍ଦୁ ପରୀକ୍ଷା ସହ ୬୮ ଜଣଙ୍କୁ ମାଗଣା ଚଷମା ପ୍ରଦାନ। ଏହି ଶିବିର କୁ ଡଃ ମଦନ ମଲ୍ଲିକ, ସ୍ୱରଣ ସିଂହ ସିନ୍ଦେ, ଅଶୋକ ମହାପାତ୍ର, ରେଖା ସିଂହ, ରେଣୁ ତିୱାରୀ ପ୍ରମୁଖ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ

