Type Here to Get Search Results !

ସମୟ ଖବର କାଗଜ ପ୍ରତିନିଧି ଙ୍କୁ ପଥର ରେ ଛେଚି ଛେଚି ହତ୍ୟା

Breking news

ବର୍ତମାନ ର ବଡ ଖବର ବେଲଗୁଣ୍ଠା ବ୍ଲକ ସମୟ ଖବର କାଗଜ ପ୍ରତିନିଧି ଜଗନ୍ନାଥ ନାୟକ ଙ୍କୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ କେହି ଦୃବୃତ୍ତ ପଥର ଛେଚି ହତ୍ୟା କରିଥିବା ସୂଚନା ମିଳିଛି। ସୋରଡ଼ା ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି  ଖଇର ପୁଟି ଗ୍ରାମର ଜଗନ୍ନାଥ ନାୟକ ବୋଲି ଜଣା ପଡିଛି। ଗୋପାଳପୁର ଏକ ଭଡା ଘରୁ ଉଦ୍ଧାର କଲା ପୋଲିସ ଓ ସାଇଣ୍ଟାଫିକଟିମ ବର୍ତମାନ ତନା ଘନ ଜାରି ରହିଛି ବୋଲି ସୂଚନା ରଙ୍ଗେଇଲୁଣ୍ଡା ରୁ କେ. ନୀଳକଣ୍ଠ ରେଡ୍ଡୀ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.