କୋରାପୁଟ:-
କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ର ତିନି ଦିନ ଧରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହଇଯାଇଛି.।ସେମିଳିଗୁଡା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମିନି ଷ୍ଟାଡିୟମରେ ଆୟୋଜିତ ପ୍ରଶିକ୍ଷଣ ଶିବିର କୁ ପଟାଙ୍ଗି ନିର୍ବାଚନ ମଣ୍ଡଳୀ ବିଧାୟକ ପୀତମ୍ ପାଢ଼ୀ ଆରମ୍ଭ କରି ଥିଲେ। ତିନି ଦିନ ରେ ନନ୍ଦପୁର,ସେମିଲଗୁଡା ପଟାଙ୍ଗି, ପ୍ରଶିକ୍ଷଣ ଶେଷ ଦିନରେ କୋଟିଆ କୋରାପୁଟ ବ୍ଲକର ଚାରୋଟି ପଂଚାୟତ ଓ । ସେମିଲିଗୁଡା ବ୍ଲକ ରୁ ଆଠଟି ପଂଚାୟତ ଏବଂ ପଟ୍ଟାଙ୍ଗି ବ୍ଲକର ଦୁଇଟି ପଂଚାୟତ ପ୍ରଶିକ୍ଷଣ ଶିବିର କରାଯାଇ ଥିଲା,ପଂଚାୟତ ବିଜେଡି ସଭାପତି, ଓ ସମସ୍ତ ସକ୍ରିୟ କର୍ମୀ ପ୍ରଶିକ୍ଷଣ ନେଇଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଝିନ୍ନ ହିକକା , ମୁକ୍ତା ଯୋଜନା ପରାମର୍ଶ ଦାତା , ବିଜେଡି ଜୋନାଲ ସଭାନେତ୍ରୀ ଲତା ରାୟ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ସାଂସଦ ପାର୍ଥି କୌଶଲ୍ୟା ହିକକା ,ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବାଲା ରାୟ ,ଅମିତ୍ ଅଗ୍ରୱାଲ , ପଟ୍ଟାଙ୍ଗି ବ୍ଲକ ଅଦ୍ୟକ୍ଷୟା କଳ୍ପନା ପାଙ୍ଗି ସେମିଳିଗୁଡା ସମିତି ଅଧ୍ୟକ୍ଷା ଲିଲି ଅଣ୍ଟା ବିରିୟା,ସ୍ଵତନ୍ତ୍ର ଉନ୍ନୟନ ପରିଷଦ, , ମୁନା ଦଳପତି, ହିଶ୍ୱ ନାଥ ଖରା ପ୍ରମୁଖ ଉପସ୍ଥିତ ଥିଲେ.
କୋରାପୁଟ ରୁ ଭେଙ୍କାଟେସ ରାଓ

