ଗୋପାଳପୁର:-
ଗୋପାଳପୁର ନିକଟ ତମ ନୂଆ ବକ୍ସିପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଆଦିତ୍ୟ ବାହିନୀ ଆନନ୍ଦ ବାହିନୀ ପୀଠ ପରିଷଦ ପକ୍ଷରୁ ରାସ ପୁର୍ଣିମା ଦିନ ଗୋପାଳ ପୁର ନୂଆ ବକ୍ସଇପଲ୍ଲୀ ଠାରେ ଏ ସତସଙ୍ଗ କାର୍ଯ୍ୟକ୍ରମ ହୋଇଥିଲା l ଏବଂ ଗୁରୁଜୀଙ୍କ ଗୁରୁଜୀ ଙ୍କ ଫୋଟ ତୁଳସୀ ଗଛ ବଣ୍ଟନ କରାଯାଇଥିଲା l ଏଥିରେ ସଂଘର ସଭାପତି ଇ.ସୂର୍ଯ୍ୟନାରାୟଣ ରଥ ଙ୍କ ଅଧ୍ୟାସତର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସତଧୀଙ୍କ ଦୀକ୍ଷାଥାରୀ ଶିଷ୍ୟ ଶିଷ୍ୟା ଯୋଗଦାନ କରିଥିଲେ l
ସ୍ୱାମୀ ଭୂମାନନ୍ଦ ଗିରି ସତ ସଂଘର ମହତ୍ୱ ଓ ମାନବ ଜୀବନର ଲକ୍ଷ୍ୟ ବିଷୟରେ ମାର୍ଗ ଦର୍ଶନ କରିଥିଲେ lଏବଂ ବ୍ରହ୍ମପୁର ମହାନଗର ଶ୍ରୀ ରାକେଶ କୁମାର ସାହୁ, ସମାଜ ସେବି ଭୁଗୁରାମ ପଣ୍ଡା ବିନି ସାହୁ, ଡା.ହୃଷିକେଶ ପାଡ଼ି, କାର୍ଯ୍ୟକ୍ରମ ସଂଯୋଜନା କରି ଗୁରୁବନ୍ଦନା ପରିବେଷଣ କରିଥିଲେ l ସୁରେନ୍ଦ୍ର ପାଡ଼ି, ଗୋପାଳକୃଷ୍ଣ ପାଡ଼ି, ରାମ ପ୍ରସାଦ ପଣ୍ଡା, ଶରିପଳ କୁଣ୍ଡୁ, ସନ୍ତୋଷ କୁମାର ସାହୁ, ସୁଷମା ପଣ୍ଡା, ରାଜେନ୍ଦ୍ର ପାଣିଗ୍ରାହି,ରବୀନ୍ଦ୍ର ସାହୁ, ବିବେକାନନ୍ଦ ରଥ, ସଞ୍ଜୟ କୁମାର ନାୟକ, ସଭ୍ୟମାନେ ଉପସ୍ଥିତ ରହି ତୁଳସୀ ଗଛ ଆଦି ଗୁରୁଙ୍କ ଫୋଟ ବଣ୍ଟନ କରାଯାଇଥିଲା l ରାଜେଶ କୁମାର ସାହୁ, ଭୁଗୁରାମ ପଣ୍ଡା ଦ୍ୱାରା ବଣ୍ଟନ କରାଗଲା l ଶେଷରେ ସନ୍ତୋଷ କୁମାର ସାହୁ ସଭା ପରିଚାଳନା କରିଥିଲେ l ରଙ୍ଗେଈଲୁଣ୍ଡା ରୁ କେ.ନୀଳକଣ୍ଠ ରେଡି ଙ୍କ ରିପୋର୍ଟ tro24 ନିୟୁଜ

